ବିପଦ ସଂକୁଳ ଅବସ୍ଥାରେ ବାଦାମବାଡ଼ି ସେସୁ କଲୋନିର ୧୪୫ କ୍ବାର୍ଟର୍ସ

କଟକ: କାନ୍ଥ ଫାଟି ଆଁ କରିଛି। କାନ୍ଥରେ ବଡ଼ ବଡ଼ ଗଛ ଉଠି ଅତ୍ୟନ୍ତ ବିପଦଶଙ୍କୁଳ ସ୍ଥିତି ସୃଷ୍ଟି କରିଛି। କାନ୍ଥର ସ୍ଥିତି ଏମିତି ଯେ ଠେଲି ଦେଲେ ହୁଏତ ପଡ଼ି ଯିବ। କିନ୍ତୁ ସେହି ଘର ଭିତରେ ରହୁଛନ୍ତି ଲୋକ। କ୍ବାର୍ଟର ଅଞ୍ଚଳ ଚାରିପଟେ ଏଭଳି ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି ଯେ ଜୀବଯନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି। ଏଭଳି କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲେ ବି ସେଥିରେ … Continue reading ବିପଦ ସଂକୁଳ ଅବସ୍ଥାରେ ବାଦାମବାଡ଼ି ସେସୁ କଲୋନିର ୧୪୫ କ୍ବାର୍ଟର୍ସ